ରାଜନୀତି ୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ:ପ୍ରଭାତ Sukanta NayakMay 29, 2025 ମେ’ ୨୯ର ଅପରେସନକୁ ନେଇ ବଡ଼ ବୟାନକଟକ-ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ୨୦୧୨ ମସିହା ମେ’ ୨୯କୁ ଭୁଲି ହେବନି ପ୍ରଭାତ‘୨ ଜଣ ପୂର୍ବତନ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ’‘ସାଧୁ ମୁଣ୍ଡରେ ଅଠା ବୋଳିଲା ଭଳି ହୋଇଥିଲା’
କେନ୍ଦ୍ରାପଡାର ମହାକାଳପଡାରେ ବିଜେଡିକୁ ଶକ୍ତ ଝଟକା। ଗୋଟିଏ ପରେ ଗୋଟିଏ ବିଜେଡିର ଗଡ ଭାଙ୍ଗୁଛି। ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକଙ୍କ ଗଡରେ ଶକ୍ତି ଦେଖାଇଛି ବିଜେପି।ସରକାରୀ ଦଳର ଗୋଟି ଚାଳନାରେ ଶକ୍ତ ଧକ୍କା…
ଖୁସି ଖବର,ହୋଲି ଅବସରରେ ୬୩୪ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର ରୋଷେଇ ସିଲିଣ୍ଡର ଯୋଗାଉଥିବା କମ୍ପାନୀ ଆଇଓସିଏଲ୍ ହୋଲି ଅବସରରେ ଗ୍ରାହକମାନଙ୍କୁ ଏକ ବିଶେଷ ଉପହାର ଦେଇଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍…
ବିଧାନସଭା ନିର୍ବାଚନ: ଜାଣନ୍ତୁ କିପରି ରହିବ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳାଫଳ ଫୋକସ ପ୍ଲସ 11/4/23(ବ୍ୟୁରୋ):ଏହି ନିର୍ବାଚନ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଥିଲା । ନିଜ ‘ବିକାଶ’ ଏବଂ ‘ଡବଲ୍ ଇଞ୍ଜିନ୍’ ମାଧ୍ୟମରେ ନୂଆ ଇତିହାସ ରଚିବା ପାଇଁ…