accidentBreaking news ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର Sukanta NayakDecember 17, 2024 ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ପାରିବାରିକ କଳହରୁ,ନଦୀକୁ ଡେଇଁଲେ ସ୍ୱାମୀ, ସ୍ତ୍ରୀ… ବ୍ରିଜ୍ ଉପରେ ଆଧାରକାର୍ଡ ରଖି କାଠଯୋଡ଼ିକୁ ଡେଇଁପଡ଼ିଲେ ଦମ୍ପତି। ଆଜି ସନ୍ଧ୍ୟା ବେଳେ ଏପରି ହୃଦୟବିଦାରକ ଘଟଣା କଟକ ତ୍ରିଶୁଳିଆ ବ୍ରିଜ୍ରେ ଘଟିଛି। ଉଭୟଙ୍କ ଘର ବାଙ୍କୀ…
ଘଟଣାସ୍ଥଳରେ ଡ୍ରାଇଭର୍ ଓ ହେଲପର୍ଙ୍କ ମୃତ୍ୟୁ, ୯ ଯାତ୍ରୀ ଗୁରୁତର ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ…
ଅଟୋକୁ ଧକ୍କା ଦେଲା ଟିପ୍ପର; ଜଣେମୃତ, ୩ ଗୁରୁତର କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି