accidentBreaking news ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର Sukanta NayakDecember 17, 2024 ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ପୁଣି ଭୟଙ୍କର ରେଳ ଦୁର୍ଘଟଣା ପୁଣି ଘଟିଛି ଏକ ବଡ ଧରଣର ରେଳ ଦୁର୍ଘଟଣା। ଆଜି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ ହୋଇଛି । ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା…
କାଉଡିଆଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୪ ଜୀବନ, ଅନେକ ଆହତ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗ୍ୱାଲିୟରର ଉଟିଲା ଅଞ୍ଚଳ ନିକଟରୁ ପାଣି ଭର୍ତ୍ତି କରି କାଉଡିଆ ଦଳ ଯାଉଥିଲେ। ହେଲେ ବିଳମ୍ବିତ ରାତିରେ, ସେମାନେ…
ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ