accidentBreaking news କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଭାବନୀୟ ଘଟଣା! Sukanta NayakNovember 14, 2024 ପୋଖରୀକୁ ଗାଧୋଇବାକୁ ଯାଇ ୨ ସମ୍ପର୍କୀୟ ନାବାଳକ ଭାଇଙ୍କ ମୃତ୍ୟୁ-ଦୁଇ ମୃତକ ହେଲେ ଗଣେଶ୍ୱର ବେହେରା ଓ ଶୁଭମ ବେହେରା-ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ପୋଖରୀରୁ ମୃତଦେହ ଉଦ୍ଧାର
ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
କେରଳରେ ଭୂସ୍ଖଳନ: ୧୨ ମୃତ -କେରଳ ୱାଏନାଡରେ ଭୂସ୍ଖଳନ; ୧୨ ମୃତ, ଶତାଧିକ ଫସିଲେ-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ-ଉଦ୍ଧାର କାର୍ଯ୍ୟରେ KSDMA ଓ NDRF-ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17…
ଦୁର୍ଘଟଣା ନେଲା ୪ ଜୀବନ ନୂଆଦିଲ୍ଲୀ: ଦୁର୍ଘଟଣା ନେଲା ୪ ଜୀବନ | ବୁଧବାର ଉତ୍ତରାଖଣ୍ଡର ଭୀମତାଲ ସହର ନିକଟରେ ଏକ ବସ୍ ଖାତକୁ ଖସିଯିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସାମ୍ନାକୁ…