accident ଜଳୁଛି ପର୍ତ୍ତୁଗାଲ ଜଙ୍ଗଲ….. Sukanta NayakSeptember 19, 2024 -ପର୍ତ୍ତୁଗାଲର କେନ୍ଦ୍ରୀୟ ଏବଂ ଉତ୍ତର ଭାଗରେ ଥିବା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। -୧୦୦ କିଲୋମିଟର ଯାଏଁ ବ୍ୟାପିଛି ନିଆଁ। -ସାରା ଦେଶରେ ହାଇ ଆଲର୍ଟ ଜାରି କରିଛନ୍ତି ସରକାର। -୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ।
ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ। ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…
ଦୁଖଃଦ ଖବର :ମୃତ୍ୟୁ ବି ଏମିତି ଆସେ… ଭଦ୍ରକ ୦୧।୦୪ : ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ…
ଟିପର ଧକ୍କାରେ ବାଇକ ଆରୋହି ମୃତ! କାମାକ୍ଷାନଗର: ଥାନା ଜିରିଡ଼ାମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଟିପର ଧକ୍କାରେ ବାଇକ ଆରୋହି ମୃତ।ମୃତକ ହେଲେ ପର୍ଜଙ୍ଗ ଥାନା ବଡଝରା ଗ୍ରାମର ଟିଟନ…