ଶନିବାର ଦିନ ମାଳି ସମାଜ ତରଫରୁ ୧୯୯ତମ ମହତ୍ମା ଜ୍ୟୋତି ରାଓ ଫୁଲେ ଜୟନ୍ତୀ ମହା ସମାହୋରରେ ପାଳିତ ହୋଇଯାଇଛି . ଉକ୍ତ ସଭା ଓକିଲ ସରୋଜ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ସଭାରେ ମୁଖ୍ୟ ଅତିଥି ଭାବରେ ଶିବ ସାହୁ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଚ୍ୟୁତ ଛତ୍ର, ସମ୍ମାନିତ ଅତିଥି ଭାବରେ ଦେବାଶିଷ ପ୍ରଧାନ, ସୁଦାମ ଦୀପ, ସୁରେଶ ଚଦ୍ର ବାଗ, ଗଦି ବାଗ, ମୀନକେତନ କୁମ୍ବାର,ସିପୁନ ବିଶି, ହରିବଲ ନାଗ, କୁମାର ବିଶି ରଘୁନାଥ ମଳିକ,ହେମନ୍ତ କୁମ୍ବାର, ଶାନ୍ତନୁ ବାଗ, ମାଗୁଣି ସାହୁ, ଡ଼ ରାଜେନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଫୁଲେ ଙ୍କ ର ଯିବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ l ସଭା କୁ ଶ୍ରୀ ପ୍ରହଲ୍ଲାଦ ମହଲା ପରିଚାଳନା କରିଥିଲେ l ଶେଷରେ ଗଦି ବାଗ ଧନ୍ୟବାଦ ଅର୍ପଣ କରିଥିଲେ l
