
ଏସିଆନ ଗେମ୍ସ ୨୦୨୬ର ଇ-ସ୍ପୋର୍ଟସରେ ଭାରତର ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ ଖେଳାଳି । ଓଡ଼ିଶାର ୨ ଖେଳାଳି ଇ-ସ୍ପୋର୍ଟସରେ ପ୍ରତିନିଧିତ୍ୱ କରିବେ ।
ଏସିଆନ ଗେମ୍ସ ୨୦୨୬ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ଯାଏଁ ଖେଳାଯିବ । ଜାପାନର ନାଗୋଆ ସହରରେ ହେବ ଏସିଆନ ଗେମ୍ସ । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ ………….
