ଓଡ଼ିଶାରେ SIR ଶେଷ, ଭୋଟର ତାଲିକା ପ୍ରକାଶ

ଓଡ଼ିଶାରେ ଶେଷ ହେଲା SIR । ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ . ଗୋପାଲନ । ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ । ପ୍ରାୟ ୮ ଲକ୍ଷ ୮ ହଜାର ଭୋଟର ସ୍ଥାନାନ୍ତରିତ ହୋଇଛନ୍ତି । ବିଭିନ୍ନ କାରଣରୁ ୨୦ ଲକ୍ଷ ୫୬ ହଜାର ନାଁ ବାଦ ପଡ଼ିଲା । ପ୍ରାୟ ୧ ଲକ୍ଷ ୯୯ ହଜାର ଅନୁପସ୍ଥିତ ଥିବା ଦର୍ଶାଯାଇଛି । ୧ ଲକ୍ଷ ୫୮ ହଜାରରୁ ଅଧିକ ଡୁପ୍ଲିକେଟ ଭୋଟର ଚିହ୍ନଟ ହୋଇଛନ୍ତି । ୮ ଲକ୍ଷ ୩୨ ହଜାରରୁ ଅଧିକ ଭୋଟର ମୃତ ।

Leave a Reply

Your email address will not be published. Required fields are marked *