ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ମାନେକୁଇନ ଫାର୍ମାସ୍ୟୁଟିକାଲ୍ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍ ପ୍ରଡକ୍ଟ
ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍-୨୦୨୨’ର ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ କ୍ଷୁଦ୍ରଶିଳ୍ପ ବିଭାଗରେ ମାନେକୁଇନ ଫାର୍ମାସ୍ୟୁଟିକାଲ୍ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍ ପ୍ରଡକ୍ଟ ପୁରସ୍କୃତ ହୋଇଛି। ପ୍ଲାଟିନମ୍: ମାନେକୁଇନ ଫାର୍ମାସ୍ୟୁଟିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠାତା…
