ଲକ୍ଷାଧିକ ଟଙ୍କା ହଡ଼ପ କରି ଫେରlର ଅଭିଯୁକ୍ତକୁ ଗିରଫ

ଫୋକସ ପ୍ଲସ(ଯାଜପୁର)୧୬/୦୯/୨୦୨୨: ଆନ୍ଧ୍ର ବିଇଡି କରେଇ ଦେବା ନାଁରେ ବହୁ ଛାତ୍ରଛାତ୍ରୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଫେ ରlର ଥିବା ଅଭିଯୁକ୍ତକୁ ଯାଜପୁର ଜିଲ୍ଲା…

ଥାନାରେ ଆଇଆଇସି ଙ୍କ ଅକଥନୀୟ ଅତ୍ୟାଚାର

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଅଧିକାରୀ ଆଇ ଆଇ ସି ଧିରଜ ଲେଙ୍କା ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର…

ସାମ୍ବାଦିକଙ୍କୁ ମାରିଲେ ଏଏସପି

ଫୋକସ ପ୍ଲସ(ପାପଡାହାଣ୍ଡି)୧୫/୦୯/୨୦୨୨: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ବୁଧବାର ଏପରି ଘଟଣା ଦେଖିବାକୁ ମିଳିଛି | ସୂଚନା ମୁତାବକ ବରଗଡ ଅଞ୍ଚଳର ଜଣେ ବିବାହିତ ମହିଳା କେତେବୁନ…

ଗଞ୍ଜେଇ ଅଭିଯୁକ୍ତ କୁ ଗିରଫ କରିବାରୁ ଥାନାରେ ଭାଙ୍ଗିଲେ

ଫୋକସ ପ୍ଲସ(ଗଜପତି) ୧୩/୦୯/୨୦୨୨: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଚୁଡୁଙ୍ଗପୁର ଗ୍ରାମ ପଞ୍ଚାୟତ ଝରଣପୁର ଗ୍ରାମର ବିଶ୍ୱନାଥ ଭୂୟାଁପାଇ ଅଡବା ପୋଲିସ ଘରୁ…

ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ମିଳିଲା ମଦବୋତଲ

ଫୋକସ ପ୍ଲସ(ତିଗିରିଆ) ୧୩/୦୯/୨୦୨୨: କଟକ ଜିଲ୍ଲା ତିଗିରିଆ ବ୍ଲକ୍ ରେ 14 ଟି ପଞ୍ଚାୟତ ରହିଛି।ଏହି ପଞ୍ଚାୟତ ଗୁଡିକର ପ୍ରାୟ 80 ହଜାରରୁ ଉର୍ଦ୍ଧ ଲୋକମାନେ ବ୍ଲକ…

ସୋନାଲି ଫୋଗାଟଙ୍କ ହତ୍ୟାର ତଦନ୍ତ କରିବ ସିବିଆଇ

ଫୋକସ ପ୍ଲସ(ବ୍ୟୁରୋ) ୧୩/୦୯/୨୦୨୨: ବହୁଚର୍ଚ୍ଚିତ ସୋନାଲି ଫୋଗାଟ ଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସିବିଆଇ | ହରିୟାଣା ର ବିଜେପି ନେତ୍ରୀ ସୋନାଲି ଫୋଗାଟ ହତ୍ୟାକାଣ୍ଡରେ…

ବର୍ଷା ଜଳ ପ୍ରକଳ୍ପ ଯୋଜନାରେ ବ୍ୟାପକ ଦୁର୍ନୀତି

ଫୋକସ ପ୍ଲସ(ରାଇରଙ୍ଗପୁର) ୧୨/୦୯/୨୦୨୨:ସହରାଞ୍ଚଳରେ ବର୍ଷାଜଳ ପ୍ରକଳ୍ପ ଯୋଜନାରେ ବର୍ଷାଜଳ ସଂରକ୍ଷିତ କରିବା ଏବଂ ମିଶନ ଶକ୍ତି ଗୋଷ୍ଠୀ ସଦସ୍ୟମାନଙ୍କୁ କାମ ଯୋଗାଇଦେବା ପାଇଁ ସରକାର କୋଟି କୋଟି…

ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା

ଫୋକସ ପ୍ଲସ(ସାନକମଣ୍ଡରା) ୧୨/୦୯/୨୦୨୨:ରାସ୍ତା ନିର୍ମାଣ ପ୍ରତିଶୃତି ଦେଇ ଲୁଟିନେଲେ ଟଙ୍କା, ଏବେ ଆଣ୍ଠୁଏ କାଦୁଅରେ ସାନକମଣ୍ଡରା ଜୁଆଙ୍ଗ ସାହିବାସୀ ଆଙ୍କର – ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର…

୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ

ଫୋକସ ପ୍ଲସ ୧୧/୬/୨୨(କୋରାପୁଟ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସକୁ ମିଳିଛି ବଡ ସଫଳତା । ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ହାଇଦ୍ରାବାଦ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଲିସ…