ଲୋକମାନେ ଯୋଗୀଙ୍କୁ ପୁନର୍ବାର ୟୁପି ସିଏମ୍ ଭାବରେ ପରିଣତ କରିଛନ୍ତି, ଆମେ ଆଜି ଜଣେ ନେତା ଚୟନ କରିଛୁ: ଅମିତ ଶାହା |

ୟୁପିରେ ବିଜେପିର ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି ଏବଂ ଦଳର ସଦସ୍ୟମାନେ…

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ତୁମର ସହଯୋଗ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ପରେ ଭାଗବତ ମନ କହିଛନ୍ତି

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମନ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ୍ୟକୁ ଅସୁବିଧାରେ ପକାଉଥିବା ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:  ଗଣତନ୍ତ୍ର ମହାନପର୍ବରେ ସାମିଲ ହୋଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି…

କର୍ଲାମୁଣ୍ଡା ସମିତି ଉପାଧ୍ୟକ୍ଷ ଭାବରେ ସୁରେନ୍ଦ୍ର ଭୋଇ ନିର୍ଦ୍ଵନ୍ଦରେ ନିର୍ବାଚିତ।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଉପାଧ୍ୟକ୍ଷ ନିର୍ବାଚନର ଫଳାଫଳ ଘୋଷିତ ହୋଇଛି ।କର୍ଲାମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି କର୍ଲାମୁଣ୍ଡା ଗ୍ରାମ…

ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର…

ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ପୌର ନିର୍ବାଚନ ପାଇଁ ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଲଢେଇ ଜୋରଦାର

ତାଳଚେର: ପୌରପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ମାନଙ୍କ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାର କୌଶଳ ସେତିକି ମାତ୍ରାରେ ବଢିବାରେ ଲାଗିଛି। ଚଳିତ ନର୍ବାଚନରେ ଅଧ୍ୟକ୍ଷ…

ପଞ୍ଜାବ କ୍ୟାବିନେଟରେ ଅନ୍ତର୍ଭୁକ୍ତ 10 ଜଣ ବିଧାୟକଙ୍କ ମଧ୍ୟରୁ 8 ଜଣ ପ୍ରଥମେ ଶପଥ ନେବେ

ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ପଞ୍ଜାବ କ୍ୟାବିନେଟରେ ଥିବା 10 ଜଣ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ପ୍ରଥମ ଥର । ରବିବାର ଦିନ ଚଣ୍ଡିଗଡ଼ରେ ସେମାନଙ୍କୁ ଶପଥ…

ମୁଁ ଜଣେ ସେବକ ସବୁବେଳେ ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ ।

ପୁରୀଜିଲ୍ଲା କାକଟପୁର ବ୍ଲକ ଅଧ୍ୟକ୍ଷ ଭାବେ ନବ ନିର୍ବାଚିତ ହୋଇଥିବା ଶ୍ରୀଧର ନାୟକ ଆଜି ଶତାଧିକ କର୍ମୀ ଗହଣରେ ମା “ମଙ୍ଗଳା ଙ୍କ ଆଜ୍ଞା ମାଳ ଆଣି…

କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ବଢିଲା ଗିରଫ ସଂଖ୍ୟା। ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ

ଗିରଫ ଅଭିଯୁକ୍ତମାନେ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ…

ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ AIIMS ସ୍ଥାନାନ୍ତରିତ କରାଯିବ

ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି ଏବଂ ତାଙ୍କୁ ଚିକିତ୍ସା ପାଇଁ AIIMS ଦିଲ୍ଲୀ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣରେ ହେଉଛି ମହା ଦୁର୍ନୀତି ମାଟି ଉଠାଇବା ନାଁରେ ଲୋକଙ୍କ ପାଖରୁ ଆଦାୟ ହେଉଛି ବଟି

ନିୟୋଜିତ ହୋଇଛନ୍ତି ଶିଶୁ ଶ୍ରମିକ, ବାଲି-ସିମେଣ୍ଟ ମିଶ୍ରଣରେ ରହୁନାହିଁ ତାଳମେଳ ନର୍ଲା/୨୨/୦୩:- (ରଞ୍ଜନ କୁମାର ମହାନ୍ତି)କଳାହାଣ୍ଡି ଜିଲ୍ଲା ନର୍ଲା ଏବଂ କେସିଙ୍ଗା ବ୍ଲକ ମଧ୍ୟ ଭାଗରେ ଥିବା…