ଆଜିଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଭୁବନେଶ୍ବରରୁ ସ୍ଵତନ୍ତ୍ର ହେଲିକପ୍ଟରରେ ଆସି ପୂର୍ବାହ୍ନ ୧୦.୧୫ ମିନିଟ୍‌ରେ ରାଇରଙ୍ଗପୁର…

ମେ ୧୦ରୁ ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତ, ବିଜେପି ଶିବିର ସରଗରମ।

ମେ ୧୦ରୁ ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତକେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପଦାଧିକାରୀଙ୍କ ପ୍ରସ୍ତୁତି ବୈଠକବିଜେପି ରାଜ୍ୟ ସଭାପତି ମନମୋହନଙ୍କ ଅଧ୍ୟକ୍ଷତାରେ ବୈଠକ

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାଖୁବ୍‌ ଶୀଘ୍ର ଆଉ ୪ ଜିଲ୍ଲାରେ ହେବ ମେଡିକାଲ କଲେଜ୪ ଜିଲ୍ଲା-ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁରଆଗାମୀ ଦିନରେ ୫ ହଜାର ଡାକ୍ତର…

‘+୨ ପଢ଼ିବା ବେଳେ ରାତି ୩ଟାରୁ ଉଠି ଚାଷ କରିଛି’: ମୁଖ୍ୟମନ୍ତ୍ରୀ

ଚାଷୀଭାବେ ନିଜର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ ‘କଲେଜରେ ପଢ଼ିବା ଦିନରୁ ଚାଷର ଅନୁଭୂତି ଅଛି’‘ମୁଁ ଚାଷୀ ପରିବାରରୁ ଆସିଛି, ଖରାରେ ହଳ କରିଛି’‘+୨ ପଢ଼ିବା ବେଳେ ରାତି…

ଆଜିଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜିଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ -ଆଚାର୍ଯ୍ୟ ଖେଳ ପଡ଼ିଆର ହେଲିପେଡ୍‌ରେ ଓହ୍ଲାଇବେ-ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିବେ, ଯାତ୍ରାରେ ସାମିଲ ହେବେ-ମା’ଙ୍କ ମନ୍ଦିରର ଉନ୍ନତି କାର୍ଯ୍ୟ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ରବି ନାୟକଙ୍କ ବଡ଼ ସୂଚନା

ଆନ୍ତୋଦୟ ଗୃହ ଯୋଜନାରେ ମିଳିବ ୫ଲକ୍ଷ ଘରଆସନ୍ତା ମାସରେ ୧ ଲକ୍ଷ ଘର ବାଣ୍ଟିବେ ସରକାରପ୍ରଥମ ପର୍ଯ୍ୟାୟରେ ବଣ୍ଟାଯାଇଥିଲା ୬୦ ହଜାର ଘରମେ’ ମାସ ଶେଷ ଯାଏଁ…

୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସଡ଼କ ପରିବହନ ନୀତିନ ଗଡ଼କରୀ ।

ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା।…..

ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି । ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷରେ ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା…

ମୋ ନା କିଏ କାହିଁକି ନଉଛି ମୁଁ ଜାଣି ନାହିଁ:ହିମାଂଶୁ।

ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ…

ସାରା ରାଜ୍ୟବାସୀ ଆଜି ଖୁସି:ମୁଖ୍ୟମନ୍ତ୍ରୀ

ଆଜିଠାରୁ ଓଡ଼ିଶାରେ  ଆୟୁଷ୍ମାନ ଭାରତର ଲାଗୁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସୁଫଳ ଆଜିଠାରୁ ମୋର…

ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର।

ଆଇଏଏସ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର। ୧୯୮୬ ମସିହାର ଆଇଏଏସ୍ ଅଫିସର ମନୋଜ କୁମାର । ପୂର୍ବରୁ ବିଭିନ୍ନ ବିଭାଗରେ ନିଜର…