ମଙ୍ଗଳବାର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ; ଆସିଲା ବିସ୍ତୃତ ବିବରଣୀ

ଭୁବନେଶ୍ୱର, ୧୧/୦୯: ଆସିଲା ଏକ ବଡ ଖବର l ପୁଣି ଓଡିଶା ଗସ୍ତରେ ଆସିବେ ମୋଦି l ଆସନ୍ତା ୧୭ ତାରିଖ ଅର୍ଥାତ ମଙ୍ଗଳବାର ଦିନ ଓଡିଶା…

ମାଗଣା ବିଜୁଳୀକୁ ନେଇ ମନ୍ତ୍ରୀଙ୍କ ବଡ ବୟାନ

state news : ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ବଢ଼ିଲା ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର, ୧୧/୦୯: ଆସିଲା ବଡ ଖବର | ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା | ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ | ନିର୍ମାଣ…

ଭାଲୁ ବଦଳରେ ନିଜେ ହୋଇଗଲେ ଟ୍ରାଙ୍କୁଲାଇଜ୍

ଭୁବନେଶ୍ୱର : ଅସାବଧାନତା କାରଣରୁ ନିଜର ବହୁତ ବଡ କ୍ଷତି ଘଟାଇଛନ୍ତି ଜଣେ ଫରେଷ୍ଟର। ସୂଚନା ଅନୁସାରେ ଗତକାଲି ବନ ବିଭାଗ ଟିମ୍‌ କେରଜୁଳି ଗାଁରେ ପହଞ୍ଚି…

ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା

ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ଦେଇଛନ୍ତି ଆଜି ବଡ ସୂଚନା ଏହାସହିତ…

୨୦୨୫ ସୁଦ୍ଧା ଗାଁରେ ମିଳିବ ବିଜୁଳି

ଭୁବନେଶ୍ୱର, ୧୧/୦୯: ଦ୍ଵିତୀୟ ପର୍ଯ୍ୟାୟର ଶେଷ ପର୍ଯାୟରେ ପହଞ୍ଚିଲାଣି ବଜେଟ ଅଧିବେଶନ | ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଯାଇଛି…

ଗିରଫ ହେଲେ ଜେଲ ଅଧୀକ୍ଷକ

ଭୁବନେଶ୍ୱର : ଗିରଫ ହେଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା…

ସୋମବାର ସ୍କୁଲ ଛୁଟି !

ଭୁବନେଶ୍ୱର : ଆସିଲା ବଡ ଖବର। ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ,ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ରାଜ୍ୟସରକାରଙ୍କର ସୂଚନା ଓ…

ନୂଆଁଖାଇରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର

ଚାଷୀ ମାନଙ୍କ ପାଇଁ ଆସିଲା ଏକ ବଡ ଖବର। ନୂଆଁଖାଇରେ ଚାଷୀ ମାନଙ୍କୁ ବଡ ଉପହାର ଦେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ସରକାର…

ନିର୍ବାଚନ ପୂର୍ବରୁ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ କରିଛନ୍ତି ୨୪୭ କୋଟି ୩୬ ଲକ୍ଷ ଟଙ୍କା:ମନ୍ତ୍ରୀ

ଝୋଟ ବ୍ୟାଗ୍‌ ବଣ୍ଟନ ଖର୍ଚ୍ଚ ନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହୋସ୍‌ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି। ବିଧାୟକ ଅମରେନ୍ଦ୍ର ଦାସଙ୍କ…

କ୍ୟାମ୍ପସରୁ ମିଳିଲା ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱର IIT କ୍ୟାମ୍ପସରେ ଘଟିଛି ଏକ ଅଭାବନୀୟ ଘଟଣା। ଉକ୍ତ କ୍ୟାମ୍ପସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ବି.ଟେକ୍…

ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ…