ଆଜ୍ ହେଉଛେ ସମ୍ବଲପୁର ଦିନ୍‌

କଥାରେ ଅଛି “ପିନ୍ଧମା ସମ୍ବଲପୁରୀ, ଖାଏମା ସମ୍ବଲପୁରୀ, କହେମା ସମ୍ବଲପୁରୀ” | ଆଜ୍ଞା ହଁ ଆଜି ହେଉଛି ସମ୍ବଲପୁର ଦିନ୍‌ | ଆଜି ପଶ୍ଚିମ ଓଡିଶା ପାଳନ…

ମମତା ମହନ୍ତଙ୍କ ଇସ୍ତଫାକୁ ନେଇ ରାଜନୀତି ବୟାନ ବାଜି।

‘ମମତାଙ୍କ ଇସ୍ତଫା ଏକ ଚକ୍ରାନ୍ତ’ରାଜ୍ୟସଭାରୁ ମମତା ମହନ୍ତ ଇସ୍ତଫା ପ୍ରସଙ୍ଗବିଜେଡି ନେତ୍ରୀ ପ୍ରମୀଳା ମଲ୍ଲିକଙ୍କ ପ୍ରତିକ୍ରିୟାମମତାଙ୍କ ଇସ୍ତଫା ପଛରେ ରହିଛି ଷଡ଼ଯନ୍ତ୍ରଏକ ଜାତୀୟ ଦଳ ଚକ୍ରାନ୍ତ କରି…

ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା

ଭୁବନେଶ୍ୱର, ୩୧/୦୭: ଓଡିଶା ରାଜନୀତିରୁ ଆସିଲା ବଡ ଖବର | ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ | ବର୍ତମାନ ରାଜ୍ୟ ରାଜନୀତିରୁ ଏହା…

ଯିବାକୁ ପଡିବନି ପଞ୍ଚାୟତ ଅଫିସ୍‌ ; ଘରେ ପହଞ୍ଚିବ ପିଡିଏସ୍‌ ଚାଉଳ-ଯୋଗାଣମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଘରେ ପହଞ୍ଚିବ ପିଡିଏସ୍‌ ଚାଉଳ । ବୟସାଧିକ୍ୟ ଲୋକଙ୍କୁ ପିଡିଏସ୍‌ ସାମଗ୍ରୀକୁ ଘରେ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ଜଣାଇବା…

ପୋଖରୀରେ ବୁଡ଼ି ୩ ଅଙ୍ଗନବାଡ଼ି ଶିଶୁ କନ୍ୟା ମୃତ

କେନ୍ଦୁଝର, ୩୦/୦୭: ପୋଖରୀରେ ବୁଡ଼ି ୩ଶିଶୁଙ୍କ ଶୋଚନୀୟ ମୃତ୍ୟୁ I କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧୀନ ଆତୁରୁକଣା ଗାଁର ଢାଇ ସାହିରେ ଘଟିଛି ବଡ଼ ଅଘଟଣ,…

ରାଜଧାନୀରୁ ଧରା ପଡିଲେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗ

ରାଜଧାନୀରୁ ଧରା ପଡିଲେ ୬ କୁଖ୍ୟାତ ଅପରାଧୀ | କମିସନରେଟ ପୁଲିସକୁ ମିଳିଲା ବଡ଼ ସଫଳତା । ୬ କ୍ରାଇମ ସିଣ୍ଡିକେଟକୁ ଗିରଫ କଲା ପୁଲିସ ।…

ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ !

ଗତ କିଛିଦିନ ତଳେ ଭୁବନେଶ୍ୱରରେ ସାମ୍ବାଦିକତା କରୁଥିବା ମଧୁମିତା ପରିଡ଼ାଙ୍କ ରହସ୍ୟଜନକ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ…

ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ଅଧିକ ବଢୁଛି

ଭୁବନେଶ୍ୱର, ୨୯/୦୭: ବନ୍ଧ୍ୟାକରଣ ପ୍ରତି ବଢୁଛି ପୁରୁଷଙ୍କ ଆଗ୍ରହ | ଆଜ୍ଞା ହଁ, କିଛି ଏପରି ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ | ବିଧାନସଭାରେ ମୁକେଶ…

ନିଷିଦ୍ଧାଞ୍ଚଳରେ କେମିତି ଉଡ଼ିଲା ଡ୍ରୋନ୍ ?

ନିଷିଦ୍ଧାଞ୍ଚଳରେ କେମିତି ଉଡ଼ିଲା ଡ୍ରୋନ୍ ? ବର୍ତ୍ତମାନ ଏହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ | ସୂଚନା ଅନୁସାରେ ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ୍।…

ପହଁଞ୍ଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ରାଜ୍ୟରେ ଆଜି ପହଁଞ୍ଚିଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଆଜି ସକାଳ ପ୍ରାୟ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମର ଗେଟ୍। ୭ନଂ ସ୍ଲୁଇସ୍‌ ଗେଟ୍‌ରୁ…