ଦନ୍ତା ହାତୀର ମୃତ ଦେହ ଠାବ |

ସମ୍ବଲପୁର20/11/2023; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଂଜ କୁନ୍ଦେଇଝୁରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଛି lଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର…

ସ୍ୱତନ୍ତ୍ର ବିମାନ ଯୋଗେ ବାରିପଦାରେ ପହଞ୍ଚିଲେ ମହାମହିମ, ସୁରକ୍ଷା କଡ଼ାକଡ଼ି

ମୟୂରଭଞ୍ଜ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପୂର୍ବାହ୍ନ…

ଗୋଶାଳା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠିତ |

ଅନୁଗୁଳ20/11/2023; ଅନୁଗୁଳ ଜିଲ୍ଲା ର ରନ୍ତଲେଇ ଠାରେ ଥିବା ଶ୍ରୀ ଗୋପାଳ ଗୋଶାଳା ପକ୍ଷରୁ ଆସନ୍ତା ନଭେମ୍ଭର ୨୦ ତାରିଖ ଦିନ ପ୍ରତ୍ୟେକ ବର୍ଷ ଭଳି ଏ…

ଏବେ ନନ୍ଦନକାନନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ

ଭୁବନେଶ୍ବରରେ: ଏଥର ଦୀର୍ଘ ୧୨ବର୍ଷ ପରେ ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପ ୱେ ମଜା ନେଇପାରିବେ ପର୍ଯ୍ୟଟକ। ଆଜିଠାରୁ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ।…

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପୁରୀ ଗସ୍ତ !

ପୁରୀ18/11/2023;ଆଜି ସଖାଳୁ ଶ୍ରୀ ମନ୍ଦିର ଗର୍ଭ ଗୃହରେ ଶ୍ରୀ ଜୀଉ ଙ୍କୁ ଦର୍ଶନ ସାରି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ କିଛି ସମୟ ଚା ପିଇବା ପାଇଁ…

କୋଟପାଡ଼ ଭାରତ ମିଡ଼ିଆ ଆସସେସିୟାନ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ପାଳିତ |

କୋଟପାଡ଼17/11/23:-ଆଜି କୋଟପାଡ଼ ଭାରତ ମିଡ଼ିଆ ଆସସେସିୟାନ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ୨0୨୩ ଅନୁଷ୍ଠିତ ହୋଇଯାଇଛି, ଆଜିର ଏହି ଜାତୀୟ ସାମ୍ବାଦିକ ଦିବସରେ “କୁତ୍ରିମ ଇଣ୍ଟେଲିଜେନ୍ସ…

୧୮ ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ ବେଳେ ପୋଲିସ ସହ ଧଷ୍ଟା ଧସ୍ଟି |

ସୁନ୍ଦରଗଡ,କୋଇଡା17/11/2023; ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ସମ୍ମୁଖରେ ମାନ୍ୟବର ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ୧୮ ଦଫା ଦାବି ନେଇ CITU ର ବ୍ଲକ୍ ସମ୍ମୁଖ…

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନ କୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା ।

ବାଲେଶ୍ୱର17/11/2023; ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନ କୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା । ଯୋଗଦେଲେ ସାଂସଦ।ସୂଚନା ଅନୁସାରେ…

କୃଷି ଯନ୍ତ୍ରପାତି ମେଳା

କାମାକ୍ଷାନଗର: କୃଷି ଓ କୃଷକର ବିକାଶ ପାଇଁ ସ୍ଥାନିୟ ସାରଙ୍ଗଧର ଷ୍ଟାଡିୟମ ଠାରେ ଏକ ଉପଖଣ୍ଡସ୍ତରିୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳା ୩ଦିନ ଧରି…

ବାତ୍ୟା ଆଲର୍ଟ; ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ: ଓଡ଼ିଶା ଉପରେ ନାହିଁ ବିପଦ!

ନୂଆଦିଲ୍ଲୀ: ଆଜି ବାତ୍ୟାର ରୂପ ନେବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ତେବେ ଏହା ଏକ ବଡ଼ ବାତ୍ୟା ନୁହେଁ, ଛୋଟ ବାତ୍ୟାର…

କୋଟପାଡ଼ ଏନଏସି ଠାରେ ପରବ ୨0୨୩ ଅନୁଷ୍ଠିତ!!

କୋରାପୁଟ: କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆଜି ପରବ ୨0୨୩ ଅଧ୍ୟକ୍ଷ ଏମ ଶଙ୍କର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଆଜି ପରବରେ ପ୍ରଥମେ କୋଟପାଡ଼…