ଖେଳଦେଶ ବିଦେଶ ଆଜିଠୁ ‘ଏସିଆ’ ଲଢ଼େଇ Sukanta NayakSeptember 10, 2025 ଆଜି ଏସିଆ କପ୍ ପ୍ରଥମ ମ୍ୟାଚ୍ ଖେଳିବ ଭାରତ।ଆଜି ଏସିଆ କପ୍ ଖେଳିବ ଭାରତ।ପ୍ରଥମ ମ୍ୟାଚ୍ ୟୁଏଇ ସହ ଖେଳିବ ଟିମ୍ ଇଣ୍ଡିଆ।ଦୁବାଇରେ ରାତି ୮ଟାରେ ଖେଳାଯିବ ମ୍ୟାଚ୍।୧୪ ତାରିଖରେ ପାକିସ୍ତାନ ସହ ଭାରତର ମୁକାବିଲା।୧୯ ତାରିଖରେ ଓମାନ୍ ସହ ଖେଳିବ ଟିମ୍ ଇଣ୍ଡିଆ।
ତୃତୀୟ ଦିନିକିଆ ଯିଏ ଜିତିବ ସେ ସିରିଜ୍ ହାତେଇବ -ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ-ବିଶାଖାପଟ୍ଟନମ୍ରେ ୧ଟା ୩୦ରେ ଆରମ୍ଭ ହେବ ମ୍ୟାଚ-ଫୋକସରେ ଟସ୍, କାକର-୧-୧ ସ୍ଥିତିରେ ସିରିଜ୍ ବରାବର ରହିଛି-ତୃତୀୟ ଦିନିକିଆ ଯିଏ ଜିତିବ ସେ…
କୋଲ୍କାତା ମଇଦାନର ‘ଜୋସ୍ ମରିନୋ’ ଆଉ ନାହାନ୍ତି କୋଲ୍କାତା: କୋଲ୍କାତାର ‘ଜୋସ୍ ମାରିନୋ’ ଭାବେ ପରିଚିତ ସୁବାଷ ଭୌମିକ୍ ଆଉ ନାହାନ୍ତି। ଏହି କିଂବଦନ୍ତି ପୂର୍ବତନ ଭାରତୀୟ ଫୁଟ୍ବଲର୍ ଏବଂ ଚର୍ଚ୍ଚିତ ପ୍ରଶିକ୍ଷକ ଦୀର୍ଘ ଦିନର…
ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ । ମୁମ୍ବାଇ18/11/2023; ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ତେବେ ଭାରତ ଯେଉଁ ପ୍ରତିଶୋଧର ଅପେକ୍ଷାରେ ରହିଥିଲା ଶେଷରେ…