ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟ ରେ ୯ ଜଣ ଛାତ୍ରୀ ହେଲେ ଅସୁସ୍ଥ

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ଚାନ୍ଦୁଆ ଆଶ୍ରମ ବିଦ୍ୟାଳୟରେ ଘଟିଛି ଅଘଟଣ।ସେହି ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀ ଗୁରୁତର ଥିବା ବେଳେ ଆଠ ଜଣ ଅଛନ୍ତି ଅସୁସ୍ଥ। …