ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ…

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ-ନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଘଉଡ଼ାଇ ଦେଲେ-ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲେ ନିକଟରେ…

‘ନୂଆ-ଓ’: ନାଚଗୀତରେ ଉଡ଼ାଇଦେଲେ ୯୫ କୋଟି ଟଙ୍କା…

ଭୁବନେଶ୍ବର: ରାଜ୍ୟର ଯୁବ ଓ ଛାତ୍ରଙ୍କ ଭୋଟ୍‌ ହାତେଇବାକୁ ନବୀନ ସରକାର ଆରମ୍ଭ କରିଥିଲେ ‘ନୂଆ-ଓ’ ଯୋଜନା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାର ଜୋର୍‌ଦାର ପ୍ରଚାର…

ଗତ ୫ବର୍ଷରେ ପ୍ରଚାର ପାଇଁ ମୋଟ ୪୫୨କୋଟି ୯୬ଲକ୍ଷ ଟଙ୍କା ଉଡାଇଛନ୍ତି ପାଣ୍ଡିଆନ ବାବୁ….

ଭୁବନେଶ୍ୱର: କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାରରେ ଖର୍ଚ୍ଚ ହୋଇଛି ୧୫କୋଟି ଟଙ୍କା। ଗତ ୫ବର୍ଷରେ ପ୍ରଚାର ପାଇଁ ମୋଟ ୪୫୨କୋଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଆଜି ବିଧାନସଭାରେ…

ଜୀବନ ପ୍ରତି ବିପଦ ଥିବା ନେଇ,ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି…

ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଏଏସ୍ଆଇ

କୋଟଗଡ଼ ଥାନା ଏଏସ୍ଆଇଙ୍କୁ ଗିରଫ କଲା ଭିଜିଲାନ୍ସଲାଞ୍ଚ ନେଇ ଗିରଫ ହେଲେ ଏଏସ୍ଆଇ ରଜନୀକାନ୍ତ ଦାସ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସମାମଲାର ରଫାଦଫା…

AORA ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ,ସାମ୍ବାଦିକ ମାନଙ୍କୁ ସୁରକ୍ଷା ସଙ୍ଘର ପ୍ରଥମ ଦାୟିତ୍ୱ।

ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। 

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ। ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁଯାୟୀ, ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅରବିନ୍ଦ କେଜ୍ରିୱାଲ…

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪  ଆଜି ପ୍ରକାଶ ପାଇଛି।

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ-୨୦୨୪  ଆଜି ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍‌ କରିଛନ୍ତି। ଅର୍ଥାତ୍ ପାସ୍ ହାର…

ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ

କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର…