BREAKING:ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର
-ଆନନ୍ଦପୁର: ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର-ବାଲିଆ ଗାଁରେ ଗୋଟିଏ ପରିବାରର ସମସ୍ତେ ଗୁରୁତର-ସମସ୍ତ ଗୁରୁତର ଆନନ୍ଦପୁର ମେଡିକାଲରେ ଭର୍ତ୍ତି
Breaking And Latest News Of Odisha
-ଆନନ୍ଦପୁର: ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର-ବାଲିଆ ଗାଁରେ ଗୋଟିଏ ପରିବାରର ସମସ୍ତେ ଗୁରୁତର-ସମସ୍ତ ଗୁରୁତର ଆନନ୍ଦପୁର ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୫/୦୬: ୧୯୭୫ ଜୁନ୍ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ମାର୍ଚ୍ଚ ୨୧ ୧୯୭୭ ମସିହା (୨୧ ମାସ) ଯାଏ ତତ୍କକାଳୀନ ପ୍ରଧାନମନ୍ତ୍ରୀ…
ବିଷ ପିଇ ଶାଶୁ-ବୋହୂ ମୃତ, ସ୍ବାମୀ ଗୁରୁତର-କଟକ ଜିଲ୍ଲା ବଡ଼ମ୍ବା ବଡ଼ବାରସିଂହ ଗାଁରେ ଅଭାବନୀୟ ଘଟଣା-ପାରିବାରିକ କଳହରୁ ବିଷ ପିଇଥିବା ସୂଚନା-ଗୁରୁତର ସ୍ୱାମୀ ବଡ଼ମ୍ବା ମେଡିକାଲରେ ଭର୍ତ୍ତି-ଅପମୃତ୍ୟୁ…
ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ PC‘ଦୁର୍ଘଟଣା ବେଳେ ୬୫୦ ଫୁଟ୍ ଉପରେ ଥିଲା ବିମାନ’‘ଉଡ଼ାଣ ଭରିବାର କିଛି ସେକେଣ୍ଡରେ କ୍ରାସ’‘ଇମର୍ଜେନ୍ସି ସୂଚନା ଦେଇଥିଲେ ପାଇଲଟ୍’‘ଗତାକାଲି ଉଦ୍ଧାର ହୋଇଛି…
ସ୍ନାନ ପୂର୍ଣ୍ଣିମା ନିଶାର୍ଦ୍ଧରୁ ଦାରୁବ୍ରହ୍ମ ଅଣସରେ । ୧୦୮ ଗରା ସୁନା କୂଅ ଜଳ ସ୍ନାନ କରି ଜ୍ୱରରେ ମହାପ୍ରଭୁ । ଉପଚାର ପାଇଁ ଆରମ୍ଭ ହୋଇଛି…
ବାଇକ ଦୁର୍ଘଟଣା ,୨ମୃତ ଜଣେ ଗୁରୁତର । ଅନୁଗୋଳ ସଦର ଥାନା ଅନ୍ତର୍ଗତ ସାକସିଂହା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣକ ମୃତ୍ୟୁ…
ବଜ୍ରାଘାତରେ ୪୦ ଛେଳି ମୃତଗଞ୍ଜାମ ଜଗନ୍ନାଥ ପ୍ରସାଦ ଥାନା ଖଇରଝୋଳା ଗାଁରେ ବଜ୍ରାଘାତବଜ୍ରାଘାତରେ ୪୦ ଛେଳି ମୃତମୃତ ଛେଳି ବଇଁଶୀ ଗୌଡ଼ଙ୍କରସନ୍ଧ୍ୟାରେ ଫେରୁଥିବା ବେଳେ ବଜ୍ରାଘାତରେ ଛେଳି ମୃତ
ତମାଖୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ତାହା ସମସ୍ତେ ଜାଣନ୍ତି । ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଧୂମପାନ ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ…
ଲକ୍ଷପତି ଦିଦି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମ୍ବୋଧନ।ବିକଶିତ ଭାରତ ଗଠନ ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣଲକ୍ଷପତି ଦିଦି ଆଗକୁ କରୋଡ଼ପତି ଦିଦି ଭାବେ ଆଖ୍ୟା ପାଇବେଓଡ଼ିଶା…
ଗୋଟିଏ ପରେ ଗୋଟିଏ ବିଜେଡିର ଗଡ ଭାଙ୍ଗୁଛି। ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକଙ୍କ ଗଡରେ ଶକ୍ତି ଦେଖାଇଛି ବିଜେପି।ସରକାରୀ ଦଳର ଗୋଟି ଚାଳନାରେ ଶକ୍ତ ଧକ୍କା…
ଜଙ୍ଗଲ ମାଫିଆଙ୍କ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟଣା ୩୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକ ହିନ୍ଦୋଳ ରେଞ୍ଜର…