ମୁଖ୍ୟ ଖବର ଥାନା ଆଗରେ ବନ୍ଧୁକ ଦେଖାଇଲା ପୋଲିସ FOCUS PLUSJanuary 23, 2022 ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ହରିଆଣା ପୋଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଗତ ମାସେ ତଳେ ହରିଆଣାରେ ଗୋଟିଏ ଠକାମୀ ଘଟଣା ତଦନ୍ତ ପାଇଁ ଖନ୍ତାପଡ଼ା ଆସିଥିଲା ପୋଲିସ। ଆଜି ଖନ୍ତାପଡ଼ା ଥାନାର ଷଠୀ ଗାଁରେ ଠକାମୀ କରିଥିବା ବ୍ୟକ୍ତିର ମାଆକୁ ଥାନାକୁ ଉଠାଇ ଆଣିଥିଲା l ପରେ କିଛି ଲୋକ ହରିଆଣା ପୋଲିସ ଧସ୍ତାଧସ୍ତି କରିଥିଲେ l ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା। ଖନ୍ତାପଡ଼ା ପୋଲିସ ସବୁକିଛି ଦେଖି ନିରବ ରହିଥିବା ଦେଖିବାକୁ ମିଳିଥିଲା।
ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ମେଗା କ୍ରୀଡା କାର୍ଯକ୍ରମ ଫୋକସ ପ୍ଲସ ୬/୨/୨୩(ଢେଙ୍କାନାଳ): ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ପକ୍ଷରୁ ଏକ ମେଗା କ୍ରୀଡା କାର୍ଯକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯକ୍ରମରେ ରନ-ଏ-ଥନର ତୃତୀୟ ସଂସ୍କରଣରେ ୩୫୦୦…
ବ୍ଲୁ ଲେକ ରେ ଗାଧେଇବା ହେଲା କାଳ I ଫୋକସ ପ୍ଲସ 2/5/22(ନୀଳଗିରି): ବ୍ଲୁ ଲେକ ରେ ଗାଧେଇବା ହେଲା କାଳ, ଯୁବକ ପାଣିରେ ନିଖୋଜ, ଅଗ୍ନିଶମ ବାହିନୀର ଖୋଜାଖାଜି ଆରମ୍ଭ I ଗାଧେଇବା ବେଳେ ଅଘଟଣ,…