accident ପିକ୍ ଅପ୍ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୨୫ ଆହତ Sukanta NayakMay 23, 2025 ସୁବର୍ଣ୍ଣପୁର: NH ୫୭ ହରଡ଼ଖୋଲ ଛକରେ ଦୁର୍ଘଟଣାଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ପିକ୍ଅପ୍ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ, ୨୫ ଆହତସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିବରଗଡ଼ରୁ ବାହାଘର ପାଇଁ ବୌଦ୍ଧ ମନମୁଣ୍ଡା ଯାଉଥିଲେ
ଖାଇକୁ ଖସିଲା ଯାତ୍ରୀବାହୀ ବସ୍; ୧୫ରୁ ଅଧିକ ଯାତ୍ରୀ ମୃତ.. ଡେରାଡୁନ୍ : ଉତ୍ତରାଖଣ୍ଡର ଅଲମୋରା କୁପିରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଖାଇକୁ ଖସି ୧୫ରୁ ଯାତ୍ରୀ ଯାତ୍ରୀଙ୍କ…
ବିଳମ୍ବିତ ରାତିରେ ଓଲଟିଲା ବସ.. ବରଗଡ : ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ସମ୍ବଲପୁର ଦାମନଯୋଡି ଯାଉଥିବା ସମୟରେ ବରପାଲୀ…