ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ନୂଆପଡ଼ାରେ ଆଜି ସରିବ ପ୍ରଚାର ନୂଆପଡା: ଆଜି ଅନ୍ତିମ ଦିନ ଥିବାରୁ କ୍ୟାମ୍ପେନରେ କମ୍ପୁଛି ନୂଆପଡା। ନୂଆପଡା ଗଡ଼ ଜିତିବାକୁ ଜି ଜାନ ଲଗାଇଛନ୍ତି 3ଦଳ। ଅପରାହ୍ନ 4ଟାରୁ ଲାଗୁ ହେବ ସାଇଲେନ୍ସ…
ଆସିଲା ନୂଆ ଆଇନ ‘ଅପରାଜିତା’ କୋଲକାତା : ପାରିତ ହେଲା ଐତିହାସିକ ବିଲ ‘ଅପରାଜିତା’। ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ ନୂଆ…
ଲାଞ୍ଚୁଆ ଡାକ୍ତରଙ୍କ ଭିଡିଓ ଭାଇରାଲ l ସି.ଡି.ଏମ.ଓ ଙ୍କ ନୀରବତାକୁ ନେଇ ପ୍ରଶ୍ନ l ଫୋକସ ପ୍ଲସ 12/3/23(ନର୍ଲା):କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l ସେ ମଧ୍ୟରେ ପଲମ ପ୍ରାଥମିକ ସ୍ୱାସ୍ଥ୍ୟ…