ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ସଂସଦର ବିଜନେସ ଆଡ଼ଭାଇଜାରୀ କମିଟିରେ ଓଡିଶା ସାଂସଦ ସଂସଦର ବିଜନେସ ଆଡ଼ଭାଇଜାରୀ କମିଟି ପାଇଁ ମନୋନୀତ ହେଲେ ଓଡ଼ିଶାର ଦୁଇ ସାଂସଦ | କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ…
କଂଗ୍ରେସ ନିଜ ଆଭିମୁଖ୍ୟ ରୁ ଦୁରେଇ ଯାଇଛି : ହାର୍ଦ୍ଦିକ ପଟେଲ ଫୋକସ ପ୍ଲସ 19/5/22:କଂଗ୍ରେସରୁ ହାତ ଛାଡିବା ପରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ ତାଙ୍କ ବନ୍ଧୁକକୁ ଦଳ ଉପରେ ତାଲିମ ଦେଇ କହିଛନ୍ତି ଯେ ହିନ୍ଦୁ ସମର୍ଥକ…
ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି I ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗୁରୁତର ହୋଇପଡିଛନ୍ତି। ବର୍ତ୍ତମାନ ଚିଲିକା ବିଧାୟକଙ୍କୁ…