ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ପ୍ରଚାର ଶେଷ ଦିନରେ ସରଗରମ ମାହୋଲ: ପୌର ନିର୍ବାଚନ ପାଇଁ ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଲଢେଇ ଜୋରଦାର ତାଳଚେର: ପୌରପରିଷଦ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ମାନଙ୍କ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବାର କୌଶଳ ସେତିକି ମାତ୍ରାରେ ବଢିବାରେ ଲାଗିଛି। ଚଳିତ ନର୍ବାଚନରେ ଅଧ୍ୟକ୍ଷ…
ଜୟପୁର ବ୍ୟବସାୟୀକୁ ଗୁଳିକାଣ୍ଡ ଘଟଣାର ପର୍ଦାଫାଶ କଲା ପୋଲିସ୍ ଫୋକସ ପ୍ଲସ 12/3/23(ବ୍ୟୁରୋ): ଗତ ମାର୍ଚ୍ଚ ୪ ରେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଡେଙ୍ଗାତୋଟା ମଶାଣି ନିକଟରେ ଜୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ପବନ ଅଗ୍ରୱାଲଙ୍କ…
ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ ଦିନକୁ ଦିନ ଆଖୁଚାସରୁ ମୁହଁ ଫେରାଉଚ୍ଚନ୍ତି କେନ୍ଦ୍ରାପଡ଼ା ଚାଷୀ । କିନ୍ତୁ ସେହି ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଜଣେ ଯୁବ ଚାଷୀ । କିଛିବର୍ଷ ପୂର୍ବେ…