ବଚସାରୁ ଭୁଜାଲି ମାଡ଼, ପୁଅକୁ ହତ୍ୟା କଲା ବାପା

କଥାରେ ଅଛି ଝିମିଟି ଖେଳରୁ ମହାଭାରତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ । ବାପାର ଭୁଜାଲି ଚୋଟରେ ପୁଅର ମୃତ୍ୟୁ । କୌଣସି ଏକ କଥାକୁ ନେଇ ବାପା ରବି ସାହୁ ଏବଂ ତାଙ୍କ ପୁଅ ମଧ୍ୟ୍ୟରେ ବଚସା ହୋଇ ଥିଲା । ବଚସାରୁ କ୍ଷୁବ୍ଦ୍ଧ ହୋଇ ରବି ସାହୁ ପୁଅଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ ……..

https://www.facebook.com/share/v/18J4jPyJAF/

Leave a Reply

Your email address will not be published. Required fields are marked *