ପାଣିପାଗ ସୂଚନା ପଶ୍ଚିମାଝଡ଼ ପ୍ରଭାବରେ ଆସୁଛି ପୁଣି ବର୍ଷା Sukanta NayakDecember 27, 2024 ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ ଏକ୍ସରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା
ଫିକା ପଡ଼ିବନି ଦଶହରା ଭୁବନେଶ୍ୱର : ରାଜ୍ୟରେ ଟଳିଲା ଲଘୁଚାପର ଭୟ। ବର୍ଷାରୁ ମିଳିଲା ଆଶ୍ବସ୍ତି। ଫିକା ପଡ଼ିବନି ଚଳିତ ଦଶହରା । ପୂଜାରେ ନାହିଁ ବର୍ଷା ସମ୍ଭାବନା । କିନ୍ତୁ…
ଆସିଲା ବଡ଼ ଅପଡେଟ :ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣାସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବସ୍କୁଲ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳପ୍ରବଳ ବର୍ଷା ସମ୍ଭାବନା ଥିବାରୁ…
ଲଘୁଚାପ ପ୍ରଭାବ, ନଦୀରେ ବୃଦ୍ଧି ପାଉଛି ଜଳସ୍ତର ଫୋକସ ପ୍ଲସ(ବ୍ୟୁରୋ)୧୨/୦୮/୨୦୨୨: ଆସିଛି ଅଗଷ୍ଟ ମାସ ସାଙ୍ଗରେ ଆଣିଛି ଲଘୁଚାପ ପରେ ଲଘୁଚାପ l ଲୋକଙ୍କ ଦୈନଦିନ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି l ବର୍ଷା ରେ ବାହାରକୁ…