
ଚାନ୍ଦବାଲି: ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି ମାମଲା | ଠାକୁରଙ୍କୁ ବି ଛାଡିଲେନି ଚୋର | ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ | ଚାନ୍ଦବାଲି ମା’ ତାରିଣୀଙ୍କ ମନ୍ଦିର ତାଲା ଭାଙ୍ଗି ସୁନା ଅଳଙ୍କାର ସବୁ ଲୁଟିନେଲେ ଦୁର୍ବୃତ୍ତ | ମହୁଲିଆ ପଞ୍ଚାୟତ ଚନ୍ଦନପୁର ଗାଁରେ ମା’ ତାରିଣୀ ମନ୍ଦିରରୁ ଚୋରି | ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ…….
