ଖେଳଦେଶ ବିଦେଶରାଜ୍ୟସଂସ୍କୃତି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଆସିବ ନିର୍ଦ୍ଦେଶାବଳୀ…. Sukanta NayakOctober 26, 2024November 3, 2024 ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି' ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି’`ଅଶ୍ଳୀଳତା ପାଇଁ ଦର୍ଶକ ମାନେ ମଧ୍ୟ ଦାୟୀ’
ଶୀତ ସରି ଧିରେ ଧିରେ ବଢୁଛି ତାତି । ଆଗକୁ ପ୍ରଚଣ୍ଡ ହେବ ଖରା । ତେଣୁ ଏହାକୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକ ସଜାଗ ହେଲେଣି । ଗ୍ରୀଷ୍ମ ପ୍ରବାହକୁ ଲକ୍ଷରଖି ଆଗୁଆ ଶିକ୍ଷାନୁଷ୍ଠାନ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ…
ଟି-୨୦ ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଆସନ୍ତା ଡିସେମ୍ବରରେ ପୁଣି ଦୁଲୁକିବ ବାରବାଟୀ । ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ । ଷ୍ଟାଡିୟମ ଭିତରେ…
ଜିଲ୍ଲା ସ୍ତରୀୟ “ସୁରଭି ” ମିଲେଟ ପ୍ରତିଯୋଗିତା ଏବଂ କଳା ଉତ୍ସବ ଅନୁଷ୍ଠିତ ହେଉଛି. କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଓ ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳରୁ ରାଜ୍ୟ ସ୍ତରକୁ ପହଞ୍ଚେଇବା ନେବା…