accident ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା Sukanta NayakApril 15, 2025 ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ବିସ୍ପୋରଣ ଆହତଙ୍କ ସହ ମୋଦୀଙ୍କ ବାର୍ତ୍ତାଳାପ ଦିଲ୍ଲୀ: ଦିଲ୍ଲୀ ବିସ୍ପୋରଣର ଆହାତଙ୍କୁ ଭେଟିଲେ ମୋଦି । ଏଲଏନଜେପିରେ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି । ଭୁଟାନରୁ ଫେରି ପ୍ରଥମେ ଏଲଏନଜେପି ହସ୍ପିଟାଲ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।…
ଗାଧୋଇବା ବେଳେ ଅଘଟଣ! ଛେଣ୍ଡିପଦା: ଅନୁଗୁଳ,ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ…
ଘାଟିରେ ଓଲଟିପଡିଲା ପୋଲିସ୍ ବସ୍ କେନ୍ଦୁଝର : ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ପୋଲିସ୍ ବସ୍। ଦୁର୍ଘଟଣାରେ ପ୍ରାୟ ୫ ଜଣ ପୁଲିସ…