୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଖର୍ଚ୍ଚ ପାଇଁ କାଢିନିଅନ୍ତୁ ଟଙ୍କା

ଗଣେଶପୂଜା ସହ ଦେଶରେ ଆରମ୍ଭ ହୋଇଯିବ ଉତ୍ସବର ଋତୁ । ଲଗାତାର ୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ । ସରକାରୀ ଛୁଟି ଓ ଧର୍ମଘଟ ଯୋଗୁଁ ୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଶୁକ୍ରବାରରୁ ନୂଆଁଖାଇ ଯାଏଁ ବ୍ୟାଙ୍କ ବନ୍ଦ । ତେଣୁ ବ୍ୟାଙ୍କ କାମ ପ୍ରଭାବିତ ହେବ । ବ୍ୟାଙ୍କ ୟୁନିୟନ ସପ୍ତାହକୁ ୫ ଦିନ ବ୍ୟାଙ୍କ କାର୍ଯ୍ୟ କରିବାକୁ ଦାବି କରୁଛନ୍ତି । ପ୍ରତ୍ୟେକ ଶନିବାର ଛୁଟି ଦାବି କରୁଛନ୍ତି । ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ …….

Leave a Reply

Your email address will not be published. Required fields are marked *