ପାଣିପାଗ ସୂଚନା ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର,୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା Sukanta NayakMay 16, 2025 କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼କୁ ରେଡ୍ ଆଲର୍ଟ-ଯାଜପୁର, ବାଲେଶ୍ବର, ଗଞ୍ଜାମକୁ ମଧ୍ୟ ରେଡ୍ ଆଲର୍ଟ-ଆସନ୍ତା ୨ ଘଣ୍ଟାରେ ୬୦ରୁ ୭୦ କିମି ପବନ ସହ ବର୍ଷା ସମ୍ଭାବନା
ଭୀଷଣ ବର୍ଷା ପରେ ଏବେ ବନ୍ୟା ସ୍ଥିତି ଦେଶର ବିଭିନ୍ନ ସ୍ଥାନରେ ଏବେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ଲଗାଣ ବର୍ଷା ପରେ ଏବେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ…
ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁ:ମନ୍ତ୍ରୀ ନଦୀଗୁଡ଼ିକର ଜଳସ୍ତର ବଢୁଛି; କିନ୍ତୁ ବିପଦ ସଙ୍କେତ ସ୍ଥିତି ନାହିଁସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା,…
ଲଗାତାର ବର୍ଷାରେ ବେହାଲ ବେଙ୍ଗାଲୁରୁ ବର୍ଷା ପାଣିରେବୁଡି ରହିଥିବା ରାସ୍ତାରେ କର୍ମଚାରୀମାନେ ଟ୍ରାକ୍ଟରରେ ଯାତାୟାତ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି |ଏ ଦୃଶ୍ୟ ବର୍ତ୍ତମାନ ବେଙ୍ଗାଲୁରୁରେ ଦେଖିବାକୁ ମିଳୁଛି | ସହରରେ ପ୍ରବଳ…