ମହାନଗରମୁଖ୍ୟ ଖବରରାଜନୀତି 21ନଭେମ୍ବର ରୁ ବିଧାନସଭାରେ ହେବେ ଉପବାଚସ୍ପତି ନିର୍ବାଚନ | Focus PlusNovember 14, 2023 ଭୁବନେଶ୍ୱେର14/11/2023; ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ…
ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା I ଫୋକସ ପ୍ଲସ 16/4 (ଚାନ୍ଦବାଲି): ବୈତରଣୀ ବ୍ରିଜ୍ ରୁ ଡେଇଁ ଛାତ୍ରୀ ନିଖୋଜ ଘଟଣା, ଛାତ୍ରୀଙ୍କ ମୃତ ଦେହ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ…
ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା ଫୋକସ ପ୍ଲସ 15/11/22( ଜେନାପୁର):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 11ନମ୍ବରଜୋନ ର ବିଶାଳ ପଦଯାତ୍ରା ରେ ବିରୋଧୀ ଶିବିର ରେ କମ୍ପନ ସୃଷ୍ଟି। ଆଜି ସକାଳ ଆଠ…