ମହାନଗରମୁଖ୍ୟ ଖବରରାଜନୀତି 21ନଭେମ୍ବର ରୁ ବିଧାନସଭାରେ ହେବେ ଉପବାଚସ୍ପତି ନିର୍ବାଚନ | Focus PlusNovember 14, 2023 ଭୁବନେଶ୍ୱେର14/11/2023; ନଭେମ୍ବର ୨୧ ତାରିଖରେ ବିଧାନସଭା ଉପବାଚସ୍ପତି ନିର୍ବାଚନ । ୨୧ ତାରିଖ ସକାଳ ୯ଟା ୩୦ରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ପଦବୀ ।
କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ ଫୋକସ ପ୍ଲସ 30/10/22(ବ୍ୟୁରୋ): ଚଳିତବର୍ଷ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ। ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ,…
ରାଜଧାନୀରୁ ଧରା ପଡିଲେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗ ରାଜଧାନୀରୁ ଧରା ପଡିଲେ ୬ କୁଖ୍ୟାତ ଅପରାଧୀ | କମିସନରେଟ ପୁଲିସକୁ ମିଳିଲା ବଡ଼ ସଫଳତା । ୬ କ୍ରାଇମ ସିଣ୍ଡିକେଟକୁ ଗିରଫ କଲା ପୁଲିସ ।…
କଟକ ମାଟିର ପୁଅ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ: ବିଶ୍ବ ଇତିହାସରେ ଅଲିଭା ଅଧ୍ୟାୟ ଯୋଡ଼ିଥିବା ମହାନଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହେଉଛନ୍ତି ଓଡ଼ିଶା ତଥା କଟକ ମାଟିର ପୁଅ। ୧୮୯୭ ମସିହା ଜାନୁଆରି ୨୩ରେ…