Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଟେଣ୍ଡଣ୍ଟ ସିବିଆଇ ଜାଲରେ ବାଲେଶ୍ଵର cgst ସୁପରିଟେଣ୍ଡଣ୍ଟ । 50 ହଜାର ଟଙ୍କା ଲାଞ୍ଚ ନେବା ରେଡ଼ ହେଣ୍ଡ ଧରିଲା ସିବିଆଇ। ବାଲେଶ୍ଵରରେ cgst ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟରତ…
ଜୀବନ୍ତ ଦଗ୍ଧ ୨ ମାସ ଶିଶୁ କନ୍ୟା ଫୋକସ ପ୍ଲସ(ମୟୁରଭଞ୍ଜ)୧୦/୦୮/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଭଣ୍ଡାର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ଘରେ ନିଆଁ ଲାଗି ୨ମାସ ର ଶିଶୁ କନ୍ୟା…
ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ I ୬ ମାସିଆ ପ୍ଲାଷ୍ଟିକ୍ସ ପ୍ରୋସେସିଂ ତାଲିମପ୍ରାପ୍ତ ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ I ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ…