Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ଯୌନ ନିର୍ଯ୍ୟାତନା ଦେଉଥିଲେ ବାପା ଫୋକସ ପ୍ଲସ 13/3/23(ବ୍ୟୁରୋ): ନିଜ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିୱାଲ | ଛୋଟ ବେଳେ ସେ…
ବିପ୍ପରକ ଫୁଟି ତିନି ହଷ୍ଟେଲଛାତ୍ର ଆହାତ । ଫୋକସ ପ୍ଲସ ୧/୨/୨୩(ବାଲିଗୁଡ଼ା): ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଅଘଟଣ। ୭ମ ଶ୍ରେଣିର ସେହି ସ୍କୁଲର ହଷ୍ଟେଲରେ ରହି ପାଠ ପଢୁଥିବାବେଳେ ଆଜି…