Breaking news ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ Sukanta NayakNovember 18, 2024 ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ ଅବହେଳା ଅଭିଯୋଗରେ ବଦଳି ଦାବି
OSRTC ବସ୍ ଓଲଟି ଏକାଧିକ ଆହତ -ପାଲଲହଡ଼ା: OSRTC ବସ୍ ଓଲଟି ଏକାଧିକ ଆହତ-ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଦୁର୍ଘଟଣା-ବସ୍ ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି-ବାରିପଦାରୁ…
ଖୁବଶୀଘ୍ର ହାଇଦ୍ରାବାଦରେ ଇଞଗରେ ମିଳିବ ସୁନା ଏଣିକି ଭାରତରେ ଦେଖିବାକୁ ମିଳିବ ସୁନା ଇଞଗ । ତେବେ ଏହି ସୁନା ଇଞଗ ହାଇଦ୍ରାବାଦରେ ଖୁବଶିଘ୍ର ଖୋଲିବ। ଏହି ସୁନା ଏଟିଏମର ଗ୍ରାହକଙ୍କ ପାଇଁ ଟଙ୍କା…
ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନର ସାମରିକ ବେସ I ପାକିସ୍ତାନର ସିଆଲକୋଟରେ ଭୟଙ୍କର ବିସ୍ଫୋରଣ ହୋଇଥବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ ଉତ୍ତର ପାକିସ୍ତାନର ସିଆଲକୋଟରେ ଥିବା ସାମରିକ ବେସରେ ଏହି ବିସ୍ଫୋରଣ ଘଟିଛି।…