Breaking news ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ Sukanta NayakNovember 18, 2024 ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ ଅବହେଳା ଅଭିଯୋଗରେ ବଦଳି ଦାବି
ଆଶା ଭୋସଲେ ଲତା ମଙ୍ଗେଶକରଙ୍କୁ ଭେଟିବା ପାଇଁ ମୁମ୍ବାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ଲତା ମଙ୍ଗେଶକରଙ୍କ ଭଉଣୀ ଆଶା ଭୋସଲେ କିମ୍ବଦନ୍ତୀ ଗାୟକଙ୍କୁ ଭେଟିବା ପାଇଁ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ପହଁଞ୍ଚିଥିବାର ନଜର ଆସିଥିଲେ। ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟ ଅବସ୍ଥା…
ଓଡ଼ିଶାରେ କାହିଁକି ଲାଗୁ ହେଉନି ପେଶା ଆକ୍ଟ ? ସରକାରଙ୍କୁ ଘେରିଲେ ବିରୋଧୀ ଫୋକସ ପ୍ଲସ 14/3/23(ବ୍ୟୁରୋ): ରାଜ୍ୟ ବିଧାନ ସଭା ଏବେ ଚାଲିଥିବା ବେଳେ ବିରୋଧୀ ଦଳର ନେତା ମାନେ ନିଜର ପ୍ରଶ୍ନ ବାଣରେ ସରକାରଙ୍କୁ ଘେରିଛନ୍ତି | ବିଧାନ…
ଡକାୟତି ଗ୍ୟାଙ୍ଗର ୭ଜଣ ଗିରଫ,ଚୋରି ସାମଗ୍ରୀ ଜବତ ଫୋକସ ପ୍ଲସ 21/5/22 (କେନ୍ଦ୍ରାପଡା):ଏକ ଡକାୟତି ଗ୍ୟାଙ୍ଗର ୭ ଜଣ ସଦସ୍ୟ ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା ୨ ଜଣ ଅଭିଯୁକ୍ତଙ୍କୁ ମିଶାଇ ମୋଟ…