Breaking newsଅପରାଧଆଞ୍ଚଳିକ ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ! Sukanta NayakDecember 17, 2024 ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି BEO ଅଫିସ୍ର ଘଟଣା
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ : ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା pm modi : ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା…
ଶୈବ ପୀଠ ପଞ୍ଚଲିଙ୍ଗେଶ୍ଵର ନିକଟ ରେ ଏକ ବିରଳ ପ୍ରଜାତିର ଜନ୍ତୁ ଶାଳୀଆପାତିନି କୁ ଠାବ ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ପାଦ ଦେଶ ପ୍ରସିଦ୍ଧ କରା ଯାଇଛି।ଏହି ଜନ୍ତୁ ବିଶେଷ କରି ଶ୍ରୀଲଙ୍କା,ମିଆମାର,ଥାଇଲାଣ୍ଡ, ନେପାଳ ଆଦି ଦେଶରେ ଦେଖା ଯାଆନ୍ତି
୪୫ ଦିନ ଆଗରୁ ଟ୍ରାକ୍ରେ ରଖିଥିଲଭିଜିଲାନ୍ସ ଟିମ! ଅବସରର ଦିନକ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ RD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡ଼ଙ୍ଗୀ । ଭୁବନେଶ୍ବର ଓ ଅନୁଗୁଳ ଘରୁ ମିଳିଲା ଟଙ୍କାର ପାହାଡ଼ । ନଗଦ…