ଖେଳ ବୁମରାହ କ୍ରିକେଟ ରଅଫ ଦି ଇୟର Sukanta NayakJanuary 27, 2025 ଯଶପ୍ରୀତ ବୁମ୍ରା ଟେଷ୍ଟରେ ବେଷ୍ଟବୁମ୍ରା ହେଲେ ICC ଟେଷ୍ଟ କ୍ରିକେଟର ଅଫ ଦି ଇୟର୨୦୨୪ରେ ୧୩ଟି ଟେଷ୍ଟ ଖେଳି ୭୧ଟି ୱିକେଟ ନେଇଥିଲେସ୍ମୃତି ମନ୍ଧାନା ICCର ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟରଦିନିକିଆରେ ୧୩ଟି ଇନିଂସରେ ୭୪୭ ରନ୍ କରିଥିଲେ ସ୍ମୃତି
ଶୁଭମନ ଗିଲ୍ ଙ୍କ ୨୬୯ ରନର ଦାମଦାର ଇନିସ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫୮୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଗୁରୁବାର, ମ୍ୟାଚର ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆ…
ଆଜି ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ନୂଆଦିଲ୍ଲୀ, ୧୯/୦୭: ଆଜି ଠୁ ଆରମ୍ଭ ହେଉଛି ମହିଳା ଏସିଆ କପ ଟି-୨୦ | ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଅକ୍ଟୋବରରେ…
ମଉଳିଗଲା ହ୍ୟାଟ୍ରିକ ଆଶା ଶେଷରେ ମଉଳିଗଲା ହ୍ୟାଟ୍ରିକ ମେଡାଲ ଆଶା। ଚଳିତ ଥର ଅଲମ୍ପିକ୍ସରେ ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତି ଇତିହାସ ରଚିଥିବା ଶୁଟର ମନୁ ଭାକର ଶେଷରେ ଏବେ…