ରାଜ୍ୟ ଲିଙ୍ଗରାଜ ମନ୍ଦିରର ନିକଟରେ ଅସମ୍ଭାଳ ଭିଡ଼ Sukanta NayakFebruary 26, 2025 ଲିଙ୍ଗରାଜ ମନ୍ଦିରର ନିକଟରେ ଅସମ୍ଭାଳ ଭିଡ଼ମନ୍ଦିରର ସିଂହଦ୍ଵାର ନିକଟରେ ଠେଲାପେଲା ପରିସ୍ଥିତିଠେଲାପେଲାରେ 2 ଜଣ ମହିଳା ଭକ୍ତ ଆହତ
ଧର୍ମଶାଳାରେ ଅହିଂସା ରଥକୁ ଭବ୍ୟସମ୍ବର୍ଦ୍ଧନା ଫୋକସ ପ୍ଲସ(ଧର୍ମଶାଳା): ସ୍ୱାଧୀନତା ର 75ତମ ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ମନପକାଇବା ଉଦେଶ୍ୟରେ ସାରା ଦେଶରେ ଅଗଷ୍ଟ ପନ୍ଦର ଠାରୁ ଅହିଂସା…
ଭାରତ ବିକାଶ ପରିଷଦ ଓଡିଶା ରାଜଧାନୀ ଓ କଳିଙ୍ଗ ଶାଖା ଦ୍ବୟର ଉଦ୍ଘାଟନ ଉତ୍ସବ ମହାସମାରୋହର ଅନୁଷ୍ଠିତ ଭୁବନେଶ୍ୱର; ଭାରତ ବିକାଶ ପରିଷଦ ସମାଜର ପ୍ରବୃଦ୍ଧ ଓ ସମ୍ପନ୍ନ ବୁଦ୍ଧିଜୀବୀ ମାନଙ୍କର ଏକ ଅଣ ରାଜନୈତିକ, ସଂସ୍କାର ଯୁକ୍ତ ପାରିବାରିକ ସଙ୍ଗଠନ। ୧୬ଟି ଜିଲ୍ଲାକୁ ନେଇ…
ବ୍ଲକ କାର୍ଯ୍ୟାଳୟକୁ ଘେରିଲା କ°ଗ୍ରେସ ଫୋକସ ପ୍ଲସ(ବସ୍ତା): ସରକାରୀ ଦଳର ହାତବାରିଶ ସାଜିବାକୁ କଂଗ୍ରେସ ବରଦାସ କରିବ ନାହିଁ |ଆଜି ବସ୍ତା ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ…