accident ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। Sukanta NayakJune 15, 2025 ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ରିଲ୍ସ କରୁ କରୁ ସାପ ଦଂଶନରେ ଚାଲିଗଲା ଜୀବନ ନୂଆଦିଲ୍ଲୀ ୨୧/୦୭ : ସୋସିଆଲ ମିଡିଆରେ ଆଜିକାଲି ଖୁବ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛନ୍ତି ଆଜିର ଯୁବପିଢ଼ିମାନେ….ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରାଜସ୍ଥାନର ଟୋଙ୍କ…
ବସକୁ ପିଟିଲା କଣ୍ଟେନର,ଅଳ୍ପକେ ବର୍ତିଲେ ଯାତ୍ରୀ । ଚିଲିକା ୩୦/୦୨/୨୦୨୪: ଆଜି ମଧ୍ୟାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।ଖବର ମୁତାବକ…