ରାଜନୀତି ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା Sukanta NayakAugust 29, 2025 ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀରେ ହେବେ ସାମିଲ । ଭୁବନେଶ୍ୱରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
ଲେମ୍ପସ ଉପସଭାପତି ହେଲେ ରାମକୃଷ୍ଣ ପୂଜାରୀ ଫୋକସ ପ୍ଲସ (କୋଟପାଡ଼)୨୭/୦୭/୨୦୨୨: କୋଟପାଡ଼ ସମବାୟ ଵୃହତାଗାର ସମିତି (ଲେମ୍ପସ )ଉପସଭାପତି ନିର୍ବାଚନରେ ଗୁଆଳି ଜୋନର ନିର୍ଦେଶକ ଶ୍ରୀ ରାମକୃଷ୍ଣ ପୂଜାରୀ ଉପସଭାପତି ଭାବେ ବିଜୟୀ ହୋଇଥିବାର…
ନିଜ ଦଳକୁ ଘେରିଲେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ: କଂଗ୍ରେସର କିଛି ନେତା ରାମ ଓ ହିନ୍ଦୁ ଶବ୍ଦକୁ ଘୃଣା କରୁଛନ୍ତି ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଆଜି ନିଜ ଦଳକୁ ଘେରିବା ସହ ନେତାମାନଙ୍କୁ ଟାର୍ଗେଟ କରି ବଡ଼ ଦାବି କରିଛନ୍ତି। ସେ କହିଛନ୍ତି…
ରେଳମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିରୋଧୀ ଦେଶରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।। ବାହାନଗାରୁ ରାଜଖରସୁଆଁ ସବୁଠାରେ ସରକାର ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି…