ରାଜ୍ୟ ରାଉରକେଲାରେ ନବନିର୍ମିତ ସର୍କିଟ ହାଉସ ଉଦଘାଟିତ Sukanta NayakNovember 15, 2025 ରାଉରକେଲାରେ ନବନିର୍ମିତ ସର୍କିଟ ହାଉସ ଉଦଘାଟିତଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଉପସ୍ଥିତ ଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ
ଫୁସଫୁସ୍ ଓ ପାଚନ ତନ୍ତ୍ରରେ ରୋଗ କରାଇଥାଏ ଫ୍ରିଜ୍ ପାଣି ଫୋକସ ପ୍ଲସ 9/3/2023(ବ୍ୟୁରୋ): ଆରମ୍ଭ ହୋଇଛି ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଅସହ୍ୟ ହେଲାଣି ଖରା । ଖରା ତାତିରୁ ତୃଷ୍ଣା…
ହୀରାକୁଦର ୪ ଗେଟ୍ ଖୋଲିଲା, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି ଖୋଲିଲା ହୀରାକୁଦ୍ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଗଲା । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍…
ଚୋରି କରିବାକୁ ଆସି ଗାଁ ଲୋକଙ୍କ କାବୁରେ ଚୋର। ବିଳମ୍ବିତ ରାତିରେ ଦୁଇ ଜଣ ଚୋର ଚୋରି ଉଦ୍ୟମ ବେଳେ ଗାଁ ଲୋକ ଙ୍କ ହାବୁଡ଼ରେ ଧରାପଡିଥିବା ଦେଖାଦେଇଛି।ଧର୍ମଗଡ଼ ଥାନା ଢେକନାଗୁଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ…