accident ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତର Sukanta NayakNovember 18, 2025November 18, 2025 ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ରୁ ଉର୍ଦ୍ଧ୍ଵ ଗୁରୁତରବୌଦ୍ଧ ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଦୁର୍ଘଟଣାସମସ୍ତ ଗୁରୁତର ଆହତ ପୁରୁଣାକଟକ ମେଡିକାଲରେ ଭର୍ତ୍ତିଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର, ତଦନ୍ତ କରୁଛି ପୁଲିସ
ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ ବିଶାଖାପାଟଣା, ୦୪/୦୮: ଟ୍ରେନରେ ଲାଗିଲା ନିଆଁ | ପ୍ଲାଟଫର୍ମରେ ଠିଆ ହୋଇଥିବା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ | ଦେଖୁ ଦେଖୁ ଜଳିଗଲା ଟ୍ରେନ | ହୁତୁ…
ନିଆଁ ଲାଗି ଦୁଇ ବଖରା ଘର ଭଶ୍ମି ଭୁତ l ନିଆଁ ଲାଗି ଦୁଇ ବଖରା ଘର ଭଶ୍ମି ଭୁତ। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାପଘରା ପଂଚାୟତ ଖମାର ଗ୍ରାମର ସୁଲେଇ କୁଦେଇ ଙ୍କର ଅପରାହ୍ନ 4/5…
ଦ୍ରୁତ ଗତିରେ ଏକ ହାଇଓ୍ବା ପିକଅପକୁ ଧକ୍କା ଦେଇଥିଲା,ଘଟଣାସ୍ଥଳରେ ପିକଅପ ହେଲପର ମୃତ। ପ୍ରକାଶ ଯେ, ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି…