ନେଦରଲାଣ୍ଡ୍ସକୁ ଭାରତ ଟି୨୦ ବିଶ୍ବକପ୍-୨୦୨୬ର ୩୬ତମ ମ୍ୟାଚ୍ରେ ୧୭ ରନ୍ରେ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଟିମ୍ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ଶିଭମ ଦୁବେଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ନେଦରଲାଣ୍ଡ୍ସକୁ ୧୭ ରନ୍ରେ ପରାସ୍ତ କଲା ଭାରତ ।
