ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ଆବେଦନ ଖାରଜ

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଗିରଫ ହେବେ ବିଦ୍ୟାଭାରତୀ ! ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଖାରଜଆବେଦନକୁ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଖାରଜ ପାଇଁ କରିଥିଲେ ଆବେଦନ । ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ କରିଥିଲେ ଆବେଦନ । ହାଇକୋର୍ଟରେ ଓକିଲଙ୍କ ଜରିଆରେ ହାଜର ପାଇଁ କରିଥିବା ଆବେଦନ ଖାରଜ । ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ନିମ୍ନ ଅଦାଲତରେ ହାଜର ହେବା ପାଇଁ ନିର୍ଦ୍ଦେଶ । ଵିଦ୍ୟାଭାରତୀଙ୍କ ବିରୋଧରେ ଚାଲିବ ହତ୍ୟା ଓ ଷଡ଼ଯନ୍ତ୍ର ମାମଲା । ଅକ୍ଟୋବର ୧ ତାରିଖ ସୁଦ୍ଧା ନିମ୍ନ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ।

Leave a Reply

Your email address will not be published. Required fields are marked *