କାରକୁ ପିଟିଲା ହାଇୱା ଟ୍ରକ୍

ବିଳମ୍ବିତ ରାତିରେ ଏ.ଜି. ଛକରେ ସିରିଜ ଦୁର୍ଘଟଣା-କାରକୁ ପିଟିଲା ହାଇୱା ଟ୍ରକ୍-ଅଳ୍ପକେ ବର୍ତ୍ତିଲେ କାର ଚାଳକ ଓ ଯାତ୍ରୀ-ହାଇୱାଟି ରାଜମହଲରୁ କଳ୍ପନା ଯାଉଥିବା ବେଳେ କାରଟି ବିମାନବନ୍ଦରରୁ…

ବସ୍‌ ବାଇକ୍‌ ଧକ୍କା,୨ମୃତ

ବୌଦ୍ଧ: ବୌଦ୍ଧରେ ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା; ୨ ବାଇକ୍‌ ଆରୋହୀ-ବାଉଁଶୁଣୀ ଥାନା ଗଜରାଜପୁର ଛକ ନିଟକରେ ଦୁର୍ଘଟଣା-ଭୁବନେଶ୍ବରରୁ ଉମରକୋଟ ଅଭିମୁଖେ ଯାଉଥିଲା ବସ୍-ବିଳମ୍ବିତ ରାତିରେ ଧକ୍କା ହେବାରୁ…

ଦେହରେ କିରୋସିନ ଢାଳି ଜଳିଗଲେ ଯୁବତୀ

କେନ୍ଦ୍ରାପଡ଼ା: ରାଜ୍ୟରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଜଣେ ଯୁବତୀ…

ଦୁଖଃଦ ଖବର!ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ରଛାତ୍ରୀ।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ କୁଳୁକୁଳୁ…

କାଉଡିଆଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର; ଚାଲିଗଲା ୪ ଜୀବନ, ଅନେକ ଆହତ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗ୍ୱାଲିୟରର ଉଟିଲା ଅଞ୍ଚଳ ନିକଟରୁ ପାଣି ଭର୍ତ୍ତି କରି କାଉଡିଆ ଦଳ ଯାଉଥିଲେ। ହେଲେ ବିଳମ୍ବିତ ରାତିରେ, ସେମାନେ…

ଗାଧୋଇବା ବେଳେ ଅଘଟଣ!

ଛେଣ୍ଡିପଦା: ଅନୁଗୁଳ,ଛେଣ୍ତିପଦା ଥାନା ବରପଦା ଗାଁ ହଜାରୀବନ୍ଧରେ ଗାଧୋଇବା ବେଳେ ଅଘଟଣ ଘଟିଛି। ପୁଅ ଆଗରେ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ପଞ୍ଚୁ…

ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ଆମ ବସ୍‌

ଜାତୀୟ ରାଜପଥରେ ରାଜ୍ୟ ସରକାରଙ୍କ ବସ୍‌ ପୁଣି ଅଘଟଣ ଘଟାଇଛି। ଭୁବନେଶ୍ବର-ପୁରୀ ୩୧୭ ନମ୍ବର ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇଛି। ବସ୍‌ର ଚାଳକ ଅନିୟନ୍ତ୍ରିତ ହୋଇ…

ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ।

ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍‌ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ