ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ-ସେପ୍ଟେମ୍ବର ୯ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ-ବନ୍ଦ ରହିବ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ-ନୂଆଁଖାଇ ସେପ୍ଟେମ୍ବର ୮ ତାରିଖ…

ଜୀବନ ପ୍ରତି ବିପଦ ଥିବା ନେଇ,ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି…

AORA ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ,ସାମ୍ବାଦିକ ମାନଙ୍କୁ ସୁରକ୍ଷା ସଙ୍ଘର ପ୍ରଥମ ଦାୟିତ୍ୱ।

ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା…

ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ

କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର…

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା !ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତାଆସନ୍ତାକାଲି…

ପରିଚୟ ପତ୍ର ନଥଲେ ନିଜ ଦେଶକୁ ଫେରିଯାଅ:ଆଇନମନ୍ତ୍ରୀ, ଅନୁପ୍ରବେଶକାରୀ ଙ୍କୁ ଝଟକା!

ରାଜ୍ୟରେ ଚିହ୍ନଟ ହେବେ ଅନୁପ୍ରବେଶକାରୀ । ବାଂଲାଦେଶ ସଙ୍କଟ ପରେ ବୁଲା ବିକାଳିଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କାମ କରୁଥିବା…

ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର

-ସୋର: ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର-ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତ-ବିଲରେ କାମ କରୁଥିବା ବେଳେ ଅଘଟଣ, ଗୁରୁତର ହସ୍ପିଟାଲରେ ଭର୍ତ୍ତି