ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା:ସମ୍ନାକୁ ଆସିଲା ନୁଆଁ ଖବର।

ବ୍ରହ୍ମପୁରରେ ଗୋପାଳ ଦାସର ପରିବାରକୁ କ୍ରାଇମବ୍ରାଞ୍ଚର ପଚରାଉଚରାଗୋପାଳର ବଡ଼ଭାଇ ସହ ପୁତୁରାକୁ ପଚରାଉଚରା କଲା କ୍ରାଇମବ୍ରାଞ୍ଚଗତକାଲି ଟାଉନ ଥାନାରେ ପଚରାଉଚରା କରିଥିବା ସୂଚନାଏନେଇ ଗୋପାଳଙ୍କ ପରିବାର ପକ୍ଷରୁ…

ସିଲ୍ ହେଲା ଭାରତ-ପାକିସ୍ତାନ ସୀମା, ପାଣି ବି ବନ୍ଦ କରିଦେଲା ଭାରତ

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ…

ଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ

ପହଲଗାମ ଆକ୍ରମଣ ନେଇ ରାଜନାଥଙ୍କ ପ୍ରତିକ୍ରିୟା‘ଭାରତକୁ କେହି ଡରାଇପାରିବେ ନାହିଁ’ଆତଙ୍କ ବିରୋଧରେ ସାରାଦେଶ ଏକଜୁଟ୍: ରାଜନାଥଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ‘ଷଡ଼ଯନ୍ତ୍ରକାରୀଙ୍କ…

ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ଡାକ୍ତର ଜ୍ବାଇଁଙ୍କ ଘରୁ ମିଳିଲା ଶ୍ବଶୁରଙ୍କର ନଗଦ ୨୨ ଲକ୍ଷ ଟଙ୍କା।

ଆଠମଲ୍ଲିକ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ତାଙ୍କର ଜ୍ବାଇଁ ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ ମିଳିଲା…

ଏହି ଟଙ୍କା ଯନ୍ତ୍ରୀ ପାଣିଗ୍ରାହୀ କେଉଁଠାରୁ ଆଣିଲେ ଠିକ ରୂପେ କହି ପାରୁନଥିବା ଡ଼ିଏସପି କହିଛନ୍ତି।

ମାଲକାନଗିରି  ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ନିଜର ୱାଗନର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ…

ମତେ ଗୋଇଠା ମାରିଲେ!ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା। କ୍ଲିକ କରି ଦେଖନ୍ତୁ ପୁରା ଭିଡିଓ ।

-ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଦାଦାଗିରି-ଗଣମାଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ-କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼ାଇନେଲେ ସେବାୟତ-ଖବର ସଂଗ୍ରହ କଲେ ଜୀବନରୁ ମାରିଦେବାକୁ ଧମକ-ଆକ୍ରମଣରୁ ବାଦ…

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର । ଡାହାଣ ଗୋଡ଼ରେ ବାଜିଛି ଗୁଳି ।

ଅନୁଗୁଳ ସହର ରେ ପୁଣି ଗୋଟେ ଏନକାଉଟର ଅନୁଗୁଳ ଟାଉନ ଥାନା ଅଧିନସ୍ତ ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ସ୍ପେସିଆଲସ୍କ୍ୱାଡ଼ଏବଂ ଟାଉନ ଥାନା ସହଯୋଗ ରେ…

ସାଇବର ଲୁଟେରାର ଙ୍କ ହାବୁଡ଼ରେ ପଡିଗଲେ ପୂର୍ବତନ ସରକାର ରେ ଥିବା IT ମିନିଷ୍ଟର,କୋଟିଏ ୪୦ ଲକ୍ଷ ଚୂନ ଲଗାଇଲେ

ଲୁଟ୍‌ । ସେ ପୁଣି ଏମିତି ସେମିତି ବ୍ୟକ୍ତି ନୁହନ୍ତି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଆଉ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ । IITରେ ପାଠ…

୮୯୦ ଗ୍ରାମ (ଗୋ-ଗୋ )ଗଞ୍ଜେଇ ଭର୍ତ୍ତି ସିଗାରେଟ ଜବତ, ଜଣେ ଗିରଫ।

ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି ଅଭିଯୋଗଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ପୋଲିସଗିରଫ ଅଭିଯୁକ୍ତ ଜଣକ ହେଲେ ମଣିକାନ୍ତା ବୋଷ୮୯୦ ଗ୍ରାମ ଗଞ୍ଜେଇ ଭର୍ତ୍ତି…

୧୨ ବର୍ଷୀୟ ନାବାଳିକାକୁ ବଳତ୍କାର ମାମଲାରେ ଜେଲ ହାଜତରେ ରସିକିଆ ଫରେଷ୍ଟର!

ରାୟଗଡ଼ା: (ଫୋକସ ପ୍ଲସ )ଜଣେ ୧୨ ବର୍ଷୀୟ ନାବାଳିକା ବଳାତ୍କାର ମାମଲାରେ ପଦ୍ମପୁର ଥାନା ପୁଲିସ୍ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି। ଗିରଫ ଫରେଷ୍ଟର ଜଣକ…