ପରକୀୟା ପ୍ରୀତି ହେଲା କାଳ,ପରକୀୟା ପ୍ରୀତି ସନ୍ଦେହ କରି ସ୍ବାମୀ ନେଲା ସ୍ତ୍ରୀର ଜୀବନ।

ସୁନ୍ଦରଗଡ଼: ପରକୀୟା ପ୍ରୀତି ହେଲା କାଳ। ପରକୀୟା ପ୍ରୀତି ସନ୍ଦେହ କରି ସ୍ବାମୀ ନେଲା ସ୍ତ୍ରୀର ଜୀବନ। ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ରଜାମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ…

ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍‌ବ୍ରାଞ୍ଚ ଘାଣ୍ଟିବ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଆଜି ବି ସରଗରମ ଚର୍ଚ୍ଚା ଲାଗିରହିଛି। ଏହି ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗିରହିଛି।…

ସୋରରେ ଚାଞ୍ଚଲ୍ୟ:ଯୁବତୀଙ୍କ ଗଳା କାଟି ହତ୍ୟା!

ସୋରରେ ପ୍ରେମବ୍ୟାପାରରୁ ଜଣେ ଯୁବତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତା ଯୁବତୀ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ…

କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପୃକ୍ତ ପୁରୁଷ ବନ୍ଧୁ ଗିରଫ,କ୍ୟାମ୍ପସ ଭିତରେ ଛାତ୍ରଙ୍କୁ ମାଡ଼ ଘଟଣାରେ ୨ ସିକ୍ୟୁରିଟି ଗାର୍ଡ ଥାନା ରେ ଅଟକ

କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପୃକ୍ତ ପୁରୁଷ ବନ୍ଧୁ ଗିରଫ। ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ କରି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ। ରାଜ୍ୟ…

ବାପା କଥା ନ ମାନି ଅମାନିଆ ହେଲା ପୁଅ,ବାପା ରାଗି ପୁକୁ ମାରିଲା ଟାଙ୍ଗିଆ ଚୋଟ!

Powered by :  Leading ପୁଅଙ୍କୁ ବାପାଙ୍କ ଆକ୍ରମଣ, ଗୁରୁତର ଅବସ୍ଥାରେ ପୁଅ ଭିମସାରରେ ଭର୍ତ୍ତି ବାପା ରାଜେନ୍ଦ୍ର ଲୋଇ(୫୦) ଓ ପୁଅ ମନୋଜ ଲୋଇଙ୍କ ମଧ୍ୟରେ…

ପିପିଲି: ଡେଲାଙ୍ଗ ହରିରାଜପୁରରେ ବୋମାମାଡ଼, ୨ ଅଟକ ସୂଚନା।

ପିପିଲି: ଡେଲାଙ୍ଗ ହରିରାଜପୁରରେ ବୋମାମାଡ଼-ଦୁଇ ପରିବାର ମଧ୍ୟରେ ବିବାଦରୁ ଘର ଆଗରେ ବୋମାମାଡ଼-ବୋମା ମାଡ଼ରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା-ରାସ୍ତାରେ ପଥର ଗଦାଇବାକୁ ନେଇ…

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ।

୨୦ଟି ନୂଆ ସାଇବର ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ-ପୂର୍ବରୁ କାର୍ଯ୍ୟ କରୁଥିବା ୧୪ ସାଇବର ଥାନାକୁ ସୁଦୃଢ଼ ପାଇଁ ପରାମର୍ଶ-ରାଜ୍ୟରେ ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ…

ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ

ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା…

Breaking news:ଯୁବତୀଙ୍କୁ ଛୁରା ମାଡ଼!

କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ…

ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା

ଟାଉନ ଥାନା ରାଣୀ ବଗିଚା ବିଜୁ ପଟ୍ଟନାୟକ ଛକର ଘଟଣାମୃତ ଯୁବକ ସୁନ୍ଦରଗଡ଼ ଗାନ୍ଧୀପଡ଼ାର ବାବୁଲି କାକଗୋଷ୍ଠୀ ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ, ଉତ୍ତେଜନା୩ଟି ବାଇକ୍‌ରେ ଆସି ୬…